Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Trupti Paikaray

Fantasy Others Romance

1.0  

Trupti Paikaray

Fantasy Others Romance

ମୁଁ ଏକ ସୁନ୍ଦର କବିତା

ମୁଁ ଏକ ସୁନ୍ଦର କବିତା

1 min
13.3K


 

 

“ମୁଁ ଏକ ସୁନ୍ଦର କବିତା

 

ମୁଁ ଏକ ଅପାଶୋରା କୋହ କେଉଁ ଏକ ଦରଦୀ ମନର,

ଏକ ନୀରବ ନିର୍ବାଣ କେଉଁ ଏକ ଗୁପ୍ତ ତପସ୍ୟାର,

ଏକ ଅବ୍ୟକ୍ତ ଅନୁଭବ ପ୍ରୀତି ତୃଷ୍ଣାର,

ମୁଁ ଏକ ରଙ୍ଗୀନ ଆବରଣ ସେଇ ନାଲି କୃଷ୍ଣଚୂଡ଼ାର,

ମଲ୍ଲହାର ମେଘ ଦୁନ୍ଦୁମୀର,

ସ୍ନିଗ୍ଧ ସମୀର ନିଦାଘ ବୈଶାଖର,

ମୁଁ ଏକ ଅଲିଭା ଇତିହାସ ସମୟ ପୃଷ୍ଠାର,

ମୁଁ ଏକ ସୁନ୍ଦର କବିତା କେଉଁ ଏକ ଶବ୍ଦ କାରିଗରର I

 

 

Trupti…..

 

 

 

 

 

 


Rate this content
Log in

Similar oriya poem from Fantasy