Audio

Forum

Read

Contests

Language


Write

Sign in
Wohoo!,
Dear user,
ଆଶା
ଆଶା
★★★★★

© Neelima Nivedita Behera

Others

1 Minutes   6.6K    5


Content Ranking

ଚତୁର୍ଥୀ ଜହ୍ନ

ଆଉ ତା'ର ଚୂନା ଚୂନା ରୁପେଲି ଜୋଛନା

କୋଳେଇ ନେଇ

ଓଦା ହେବାକୁ ସେଥିରେ କିନ୍ତୁ, ମୋତେ ଥିଲା ମନା !

ଜୀବନ କଳାପଟାରେ

ଅଧା କଷା ଯାଇଥିବା ମୁଁ ସିନା ଗୋଟାଏ ଅଙ୍କ

ସମାଧାନ ପାଇଁ

ମୋ ଆୟୁଷ ଅବଧି, ସୂତ୍ର ନା କେବଳ ଏକ ବିତର୍କ ?

ପେଟର ଭୋକ ପରି

ଆଶା କିନ୍ତୁ ତିଳେ ତିଳେ ହେଉଥିଲା ଡହଳ-ବିକଳ

ବଞ୍ଚିବା ଯେ ଶେଷକୃତ୍ୟ

କହୁ ପଛେ କେହି ତାକୁ ଅପଦାର୍ଥ, ଅଯୋଗ୍ୟ ଅବା ପାଗଳ । 

ଜହ୍ନ ଅଙ୍କ ଡହଳ-ବିକଳ

Rate the content


Originality
Flow
Language
Cover design

Comments

Post


Some text some message..