Audio

Forum

Read

Contests

Language


Write

Sign in
Wohoo!,
Dear user,
ଜୟ ମା ମଂଗଳା
ଜୟ ମା ମଂଗଳା
★★★★★

© Sasmita Acharya

Others

1 Minutes   6.4K    7


Content Ranking

କରି କରାଉ ଥାଉ ତୁହି

ତୋ ବିନା ଆନ ଗତି ନାହିଁ

ଅଭିମାନୀ ଏ ମନ ମୋର

ଲୀଳା ତୋହର ବୁଝେ ନାହିଁ ||

ଆଶା ବିଶ୍ବାସ ମନେ ରଖି

ଦୟାକୁ ତୋର ରହେ ଚାହିଁ

ଦୟା ନ କଲେ ଯିବି ମରି

ନିନ୍ଦା କି ତୋତେ ହେବ ନାହିଁ ||

କରାଉ ବିଶ୍ବାସ ଦୟା

Rate the content


Originality
Flow
Language
Cover design

Comments

Post


Some text some message..