Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dipti lekha Mishra

Tragedy

5.0  

Dipti lekha Mishra

Tragedy

କୋଟି ସଲାମ

କୋଟି ସଲାମ

1 min
174



ହେ ବୀର ପୁତ୍ର ମୋ ଭାରତ ଜନ୍ମଭୂମିର

କୋଟି ସଲାମ ତୁମକୁ ବାରବାର

ଖରା ,ବରଷା,ଶୀତକୁ ନକରି ଖାତିର

ଢାଲ ସାଜିଅଛ ଜନ୍ତୁଜନଙ୍କର ॥


ଗୁଳି ଖାଇବାକୁ ତୁମ ନାହିଁ ଜମା ଡର

ବନ୍ଧୁ ପରିଜନ ବି ଦେଖା ନ କର

ସହିଦ ହେଲେ କୁହ ଆହା ଭାଗ୍ୟ ଆମର

ଏମିତି ବୀରଙ୍କୁ କୋଟିଏ ଜୁହାର॥


ପୁଲୱାମାରେ ସହିଦ ହେଲ କେତେ ବୀର

ଶତ୍ରୁଙ୍କୁ ଦେଖାଈଲ ବଳ ତୁମର

ନିଜେ ଦୁଃଖେ ଚଳି ସୁଖ ଖୋଜୁଛ ମାଆର

ତୁମ ବୀରଙ୍କ ପାଇଁ ଗର୍ବ ଆମର ॥


ଭାରତ ମାତାର ତୁମେ ଯୋଗ୍ୟ ସନ୍ତାନ

ତୁମକୁ କରୁଛୁ ହେ କୋଟି ନମନ

ଶତ୍ରୁଙ୍କୁ ଜିଣିବା ଲକ୍ଷ୍ୟ ହେଉ ସାଧନ

ସାହା ସଦା ହୁଅନ୍ତୁ ହେ ଭଗବାନ ॥


Rate this content
Log in

Similar oriya poem from Tragedy