Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jayanta Janapriya Mahakur

Others

5.0  

Jayanta Janapriya Mahakur

Others

ଏକ ଅସମ୍ପୂର୍ଣ୍ଣ କବିତା

ଏକ ଅସମ୍ପୂର୍ଣ୍ଣ କବିତା

1 min
125


ଆଜି ଏତେ ନୀରବତା କାହିଁ 

    କେବଳ ରାଗ ହିଁ ରାଗ ମୋ ପାଇଁ

ଏତେ ଘୃଣା କର କାହିଁ ମୋତେ

     ମୁଁ କ'ଣ ଏତେ ଖରାପ ସତେ ।।୧।।

ଯଦି ମୁଁ ଲାଗେ ତୁମ ପାଇଁ ପାଗଳ

      କରାଇଥିବା ସମୟର ଜଞ୍ଜାଳ

କି କରିପାରିବି ମୁହିଁ

     କେବଳ ରହିଛି ତୁମକୁ ଚାହିଁ ।।୨।।

କିନ୍ତୁ କାହିଁକି, କିପରି, କେଜାଣି

        ମୁଁ କିଛି ଭୁଲି ପାରୁନି

ଲାଗିପାରେ ଏହା ତୁମକୁ ନାଟକ

    ମାତ୍ର ନୁହେଁ ମୁଁ ଖଳନାୟକ ।‌।୩।।

         ‌    


Rate this content
Log in