ସାଗର କନ୍ୟା
ସାଗର କନ୍ୟା
1 min
6.4K
ସାଗର କନ୍ୟା ତୁମେ,
ସାଗର ଗରଭୁ ଜାତ।
ନୁହଁ ତୁୁମେ ଅହେତୂକ,
ଏ ମାଟିର ପାରିଜାତ।
ଏକ ଟୋପା ଲୁହ ତୁୁମ,
ଭସେଇ ଦେବ ଜଗତ।
ତୁମ ଓଠ ଧାରେ ହସ,
ରଚିବ ରାଜ ମହତ।
ଲକ୍ଷ୍ମୀ ପ୍ରତିିମା ତୁମେ,
ନିରିମାଖୀ ମନଲୋଭା।
ତୁମେ ସମ୍ମାନିତ ହେଲେ,
ବଢ଼ିବ ଆମରି ଶୋଭା।