Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Kamal Kumar Dash

Fantasy

3  

Kamal Kumar Dash

Fantasy

ତୁମେ କି ଜାଣିବ

ତୁମେ କି ଜାଣିବ

1 min
301



ତୁମ ଓଢଣୀକୁ  ତୁମ ପାଉଁଜିକୁ କୁ 

   ମନ ମୋର ଝୁରୁଥାଏ 

ତୁମେକି ଜାଣିବ  ତୁମେ ଗଲା ପରେ 

  ମୁଁ କେମିତି ଜଳି ଯାଏ (1)

ଜାଣେନା କା ପାଇଁ  କଅଣ ବା ମାଗି 

  ନୀତି ସଞ୍ଜ ବତି ଜାଳ 

ପୁନେଇଁ ର ଜହ୍ନ ଆକାଶେ ଉଠିଲେ 

   ତୁମେ ଭାରି ମାନେ ପଡ଼ (2)

କୋଇଲି ସ୍ୱରରେ   ଗୀତ ବୋଲି ଯେବେ 

    ଜହ୍ନ କୁ ଶୁଣାଅ ତୁମେ 

ତୁମ ଗୀତ ଶୁଣି       ଭୁଲି ଯାଏ ସବୁ 

   ଖୁସି ହୁଏ ମନେ ମନେ (3)

ବରଷାରେ  ଭିଜି    ନାଚ ତୁମେ ଯେବେ 

    କାଗଜ ଡ଼ଙ୍ଗା କୁ ଧରି 

ତୁମେ କି ଜାଣିବ    ମୋ ମନ ସଞ୍ଜରେ 

    ବାଜି ଉଠେ ତ ମହୁରୀ (4)


Rate this content
Log in