Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

saroj sahu

Tragedy

2  

saroj sahu

Tragedy

"ମୃତ୍ୟୁ"

"ମୃତ୍ୟୁ"

1 min
6.9K


"ମୃତ୍ୟୁ"


ହଁ,

ମୁଁ ଦେଖିଛି ମୁତ୍ଯୁ କୁ 

ଖୁବ ନିକଟରୁ

କେତେବେଳେ ହଠାତ 

ଦମ କିନା ପ୍ରଘଟ ହୁଏ

ତ କେତେବେଳେ 

ଲୁଚିଛପି ପାଦ 

ଚାପିଚାପି ଆସେ

କେତେବେଳେ ଖୁବ 

ବିଭତ୍ସର କରାଳ ଛାୟା 

ଖେଳାଇ ଦିଏ

ତ କେତେବେଳେ 

ଅସହ୍ୟ ଯନ୍ତ୍ରଣାରେ 

ଛଟପଟ କରାଏ

କାହା ପାଇଁ ଅଭିଶାପ ତ 

ପୁଣି ଦୁଃସାଧ୍ୟ ରୋଗୀ 

ପାଇଁ ଆଶୀର୍ବାଦ ପାଲଟେ


ସର୍ବଦା ବିଜୟୀ ସେ,

ବିଜୟର ଲମ୍ବା 

ଇତିହାସରେ

ପରାଜୟର 

ସ୍ଥାନ ନାହିଁ ଏଠି.....


ସରୋଜ କୁମାର ସାହୁ

ଝାଡୁଆପଡା, ସମ୍ବଲପୁର


Rate this content
Log in

Similar oriya poem from Tragedy