Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Disambar Meher

Romance

0.0  

Disambar Meher

Romance

ତୁମ ସ୍ମୃତିରେ

ତୁମ ସ୍ମୃତିରେ

1 min
5.4K



ଶୋଇଥିଲି ଦିନେ ସ୍ୱପ୍ନ ନଗରୀରେ

ଦେଖୁଥିଲି ସପନ ନାୟିକାକୁ

ପ୍ରେମ ଇଙ୍ଗିତରେ ଡାକିଦେଲେ

ଚାଲି ଆସୁଥିଲା ପାଖକୁ ପାଖକୁ ।

ଚାଲୁଚାଲୁ ରାସ୍ତାରେ

ଦିନେ ଝୁଣ୍ଟି ପଡିଲି,

ନାୟିକା ଦେଖିଲା ଯନ୍ତ୍ରଣା ମୋର

ଅଶ୍ରୁ ଦି' ଟୋପା ଦେଲା ଢାଳି ।

ଏକା ବସିଥିଲି ମନ ବଗିଚାରେ

ଆସୁଥିଲା ପ୍ରଜାପତି ସାଜି,

କି ଚମକ ଥିଲା ତା' ସ୍ପର୍ଶରେ

ମନେ ପଡେ ଭାରି ଆଜି ।

ପ୍ରେମ ଆକାଶକୁ ଚମକେଇ

ଦେଇଥିଲା ସେ ପୁନେଇ ଜହ୍ନ

ଖୋଜିଲେ ପାଉନି ଆଉ

ସେଇ ସ୍ମୃତି, ସେଇ ସପନ ।

ଡିସମ୍ୱର ମେହେର

ନୂଆପଡା


Rate this content
Log in

Similar oriya poem from Romance