Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Akshayakumar Dash

Others

3  

Akshayakumar Dash

Others

ତପଭୂମି

ତପଭୂମି

1 min
341


ଯଜ୍ଞ,ଯାଜନ,ଯଜନ,ମନ୍ତ୍ର,ତନ୍ତ୍ର ,ଯତ୍ନ ଏହି ମାଟି,

ପୁତ,ପବିତ୍ର,ତ୍ରିଥକ୍ଷେତ୍ର, ଯାଜପୁର ବିଶ୍ୱକ୍ଷାତି ।

ଯଯାତିକେଶରୀ ସମ୍ରାଟ କଂର ରହିଛି ଅକ୍ଷୟ କୀର୍ତ୍ତି,

ମା ବିରଜାକଂ ମନ୍ଦିର ଚୁଡାରେ ଉଡଇ ପବିତ୍ର ଛତ୍ରୀ ।

ପିତୃପୁରୁଷଙ୍କୁ ତର୍ପଣକରି ନାଭିଗୟା ଦେଇ ଶ୍ରାଦ୍ଧ,

ପବିତ୍ରବାରୁଣୀ ସ୍ନାନ କରି ନର ଲଭେ ସୁଖ ପରମାଥ ।

ମଠ,ମନ୍ଦିର,ବିହାର, ଯାହାର ସଦାଚାର ଶିକ୍ଷା ଦିଏ,

ଅଶ୍ୱମେଧ ଯଜ୍ଞସ୍ଥଳ ଏହି ଘାଟ ଚିର ବୟିତ୍ରଣୀ ବହେ ।

ଜନ୍ମ,ଜନ୍ମାନ୍ତରେ ପୂଣ୍ୟକଲେ ଏଠି ଜନ୍ମଲଭଈ ନର,

ଶୌର୍ଯ୍ୟ,ବୀର୍ଯ୍ୟ,ବିଜ୍ଞ ପୁରୁଷ ଲଭନ୍ତି ମାଆଠୁ ବର ।

ମନ୍ଦାର ,ସିନ୍ଦୁରଟୀକା ଏ ମାଟିର ତପଭୂମି ଯାଜପୁର,

ସତ୍ୟ ,ଧର୍ମ ,ସେବା, ତ୍ୟାଗ ବଳିଦାନ ବିରଜାକଂ ଦରବାର।

ଅକ୍ଷୟକୁମାର ଦାଶ ଜାରକା


Rate this content
Log in