Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ram Prasad Bisoi

Others Romance

2  

Ram Prasad Bisoi

Others Romance

ରଙ୍ଗ ନାୟିକା

ରଙ୍ଗ ନାୟିକା

1 min
280


ରଙ୍ଗ ନାୟିକା
ତୁମ
କବରୀରେ ବନ୍ଧା
ମୋ ହୃଦୟ--------(୧)

ପଦ ପାଦେ
ନୂପରଧ୍ୱନି
ସହ
ଜଡିତ ମନ, କାୟା କଳ୍ପ ----(୨)

ତୁମ ଭଙ୍ଗିମା
ଝଙ୍କୃତ
ମୋ କବିତା ସ୍ୱର ସୁରେ
ସେଥିପାଇଁ
ତୁମେ ମୋ ପ୍ରୀତିଫୁଗଣ
ରଙ୍ଗଭରା ଯୌବନେ ଭାରାକ୍ରାନ୍ତ
ଜୀବନ ରଙ୍ଗମଞ୍ଚେ
ରଙ୍ଗ ନାୟିକା
ମଧୁଛନ୍ଦା---------------(୩)

©®କାଶ୍ୟପ,ରାୟଗଡା


Rate this content
Log in