ସୁଖ
ସୁଖ
ସୁଖ
ଦୂର ଦିଗ୍ ବଳୟର ସିନ୍ଦୁରା ଫାଙ୍କରୁ
ଦେଖାଯାଏ କାହା ମୁଖ,
ଅନାଉଅନାଉ ଚିହ୍ନା ପରିଚୟ
ସେଇ ଯେ ମୋହର ସୁଖ ।
ସୁଖ ଖୋଜୁଖୋଜୁ ଅନ୍ଧାର ଭିତରେ
ଦୁଃଖ ସଙ୍ଗେ ଝୁଣ୍ଟି ହେଲି,
ସାଥି ହୋଇଗଲା ସିଏ ମୋ ସାଥେ
ସୁଖକୁ ଖୋଜିବା ପାଇଁ ।
ସୁଖ
ଦୂର ଦିଗ୍ ବଳୟର ସିନ୍ଦୁରା ଫାଙ୍କରୁ
ଦେଖାଯାଏ କାହା ମୁଖ,
ଅନାଉଅନାଉ ଚିହ୍ନା ପରିଚୟ
ସେଇ ଯେ ମୋହର ସୁଖ ।
ସୁଖ ଖୋଜୁଖୋଜୁ ଅନ୍ଧାର ଭିତରେ
ଦୁଃଖ ସଙ୍ଗେ ଝୁଣ୍ଟି ହେଲି,
ସାଥି ହୋଇଗଲା ସିଏ ମୋ ସାଥେ
ସୁଖକୁ ଖୋଜିବା ପାଇଁ ।