Audio

Forum

Read

Contests

Language


Write

Sign in
Wohoo!,
Dear user,
ସୁଖ
ସୁଖ
★★★★★

© Susmita Patel

Drama Comedy

1 Minutes   7.0K    8


Content Ranking

ସୁଖ

ଦୂର ଦିଗ୍ ବଳୟର ସିନ୍ଦୁରା ଫାଙ୍କରୁ

ଦେଖାଯାଏ କାହା ମୁଖ,

ଅନାଉଅନାଉ ଚିହ୍ନା ପରିଚୟ

ସେଇ ଯେ ମୋହର ସୁଖ ।

ସୁଖ ଖୋଜୁଖୋଜୁ ଅନ୍ଧାର ଭିତରେ

ଦୁଃଖ ସଙ୍ଗେ ଝୁଣ୍ଟି ହେଲି,

ସାଥି ହୋଇଗଲା ସିଏ ମୋ ସାଥେ

ସୁଖକୁ ଖୋଜିବା ପାଇଁ ।

ସୁଖ

Rate the content


Originality
Flow
Language
Cover design

Comments

Post


Some text some message..