Audio

Forum

Read

Contests

Language


Write

Sign in
Wohoo!,
Dear user,
ପ୍ରୀତିମୈନା-୩
ପ୍ରୀତିମୈନା-୩
★★★★★

© Ram Prasad Bisoi

Fantasy Abstract

1 Minutes   1.1K    5


Content Ranking

ବଞ୍ଚିବାର ନାମ ନାହିଁ

ଯଦି ବଞ୍ଚିବି

ତୋ ଲାଗି

ମୃତ୍ୟୁ ବି କରୁଛି

ମୋ ସହ ପ୍ରତାରଣା

କାହାକୁ କହିବି

ହୃଦୟର ଆବେଗ 

ସବୁ

ସବୁଦିନେ

ଲେଖେ ତୋ ଲାଗି କବିତା

ହେଲେ ତୁ ପଢ଼ୁଛୁ କି ? 

ନାହିଁ

ପଡେ ନି ମତେ 

ଜଣା

ମରିଯିବି 

ପ୍ରୀତିମୈନା

ବନ୍ଦ ହେଇଯିବ 

ସ୍ପନ୍ଦନ

ପଛେ ରହି 

ଯାଆ

ତୁ ହୋଇ ପର

ଆପଣାର ନଥିଲୁ 

କେବେ ନା ହେବୁ ମୋର

ସିନ୍ଦୁର 

ତୋ ମାଖି ସାରିଛୁ

ଆଉ

କାହା ନାମେ କପାଳରେ ----------!

"©®କାଶ୍ୟପ

ରାୟଗଡା

ମୃତ୍ୟୁ ସିନ୍ଦୁର ମୋ ପ୍ରୀତିମୈନା

Rate the content


Originality
Flow
Language
Cover design

Comments

Post


Some text some message..