ପ୍ରୀତିମୈନା-୩
ପ୍ରୀତିମୈନା-୩
ବଞ୍ଚିବାର ନାମ ନାହିଁ
ଯଦି ବଞ୍ଚିବି
ତୋ ଲାଗି
ମୃତ୍ୟୁ ବି କରୁଛି
ମୋ ସହ ପ୍ରତାରଣା
କାହାକୁ କହିବି
ହୃଦୟର ଆବେଗ
ସବୁ
ସବୁଦିନେ
ଲେଖେ ତୋ ଲାଗି କବିତା
ହେଲେ ତୁ ପଢ଼ୁଛୁ କି ?
ନାହିଁ
ପଡେ ନି ମତେ
ଜଣା
ମରିଯିବି
ପ୍ରୀତିମୈନା
ବନ୍ଦ ହେଇଯିବ
ସ୍ପନ୍ଦନ
ପଛେ ରହି
ଯାଆ
ତୁ ହୋଇ ପର
ଆପଣାର ନଥିଲୁ
କେବେ ନା ହେବୁ ମୋର
ସିନ୍ଦୁର
ତୋ ମାଖି ସାରିଛୁ
ଆଉ
କାହା ନାମେ କପାଳରେ ----------!
"©®କାଶ୍ୟପ
ରାୟଗଡା