Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Raja Sekhar CH V

Inspirational

3  

Raja Sekhar CH V

Inspirational

ବାସ୍ତବିକ ମିତ୍ର

ବାସ୍ତବିକ ମିତ୍ର

1 min
400


ସମସ୍ତଙ୍କୁ ଆବଶ୍ୟକ ଜଣେ ନିକଟତମ ମିତ୍ର,

ନିଜ ସବୁ କଥା ଶୁଣିବାର କ୍ଷମତା ରଖୁଥିବା ବ୍ୟକ୍ତି ଯେ ବାସ୍ତବିକ ମିତ୍ର |୧|


ଜଣାଏ ଯେ ସଦାବେଳେ ଯଥାର୍ଥ,

କୌଣସି କଥା ଲାଗେନି ଯାହାର ବ୍ୟର୍ଥ |୨|


ସବୁ ପରିସ୍ଥିତିରେ ରୁହେ ଯେ ସହାୟକ,

ପ୍ରତି ସଠିକ କଥାରେ ହୁଏ ଯିଏ ସମର୍ଥକ |୩|


ଶ୍ରୀକୃଷ୍ଣ ଥିଲେ ଅର୍ଜୁନଙ୍କର ପ୍ରିୟ ମିତ୍ର,

ପାର୍ଥଙ୍କର ପୁରୁଷାର୍ଥ ସାଫଲ୍ୟରେ ତାଙ୍କର ଥିଲା ପ୍ରଧାନ ପାତ୍ର |୪|


ଅହଂକାରର ନାହିଁ ବନ୍ଧୁ ପାଖେର କୌଣସି ସ୍ଥାନ,

ନିଜର ସମସ୍ତ ଭାବନାକୁ ଯାହା ପାଖେର କରି ହେବ ଉପସ୍ଥାନ ଉପସ୍ଥାପନ |୫|


ପ୍ରକୃତ ବନ୍ଧୁ ହେଲେ ପିତାମାତା ଗୁରୁ ଗୁରୁଜନ,

ଏମାନଙ୍କ ଦ୍ୱାରା ହୁଏ ଏକ ବିଶିଷ୍ଟ ବ୍ୟକ୍ତିତ୍ୱର ସୃଜନ |୬|


ବାସ୍ତବିକ ମିତ୍ର ହେଲା ନିଜର ଆତ୍ମା,

ବାସ୍ତବିକ ମିତ୍ର ହେଲେ ପରମପୂଜ୍ୟ ପରମାତ୍ମା |୭|



Rate this content
Log in

Similar oriya poem from Inspirational