Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Santosh Pattnayak

Others

2  

Santosh Pattnayak

Others

ସମ୍ପର୍କ

ସମ୍ପର୍କ

1 min
2.4K



ମନ ହୃଦୟର ମିଳନେ ସମ୍ପର୍କ

ଦେଇଥାଏ ସ୍ବର୍ଗ ସୁଖ

ବିଶ୍ୱାସରେ ଭରା ଅଚିହ୍ନା ଅଜଣା

ଗଢ଼ଇ ସ୍ନେହ କୋଣାର୍କ…

ଅବିଶ୍ୱାସେ ପୁଣି ଅବିଶ୍ରାନ୍ତ ଧାରେ

ଭିଜିଥାଏ ତନ ମନ

ସମ୍ପର୍କ ମାଧ୍ୟମେ ଏକ ଡୋରେ ବନ୍ଧା

ଭକ୍ତ ସହ ଭଗବାନ…

ସମ୍ପର୍କେ ସମ୍ଭବ ଅତୁଟ ବନ୍ଧନ

ସ୍ନେହ ମମତାର ଢେଉ

ସମ୍ପର୍କରେ ମିଳେ ମୁକତିର ପଥ

ଚିନ୍ତୁଥିଲେ ମହାବାହୁ…

ମଶାଣି ବୁଝେନା ସମ୍ପର୍କର ଅର୍ଥ

ମଧୁର ମିଳନ ସ୍ବର୍ଶ

ଜୀବନ ଯୁଦ୍ଧରେ ହାରିବା ଜିତିବା

ଅଛି ଥିବ ଅବଶୋଷ…

ନିସଙ୍ଗ ଜୀବନେ ପୁଷ୍ପ ବରଷିବ

ସମ୍ପର୍କର ହୁଅ ଦାସ

ଭୁଲି ଅଭିମାନ ହେଲେ ସମର୍ପଣ

ଓଠେ ଭରେ ଚିରହସ…


– ସନ୍ତୋଷପଟ୍ଟନାୟକ,

ଗଞ୍ଜାମ,ବେଗୁନିଆପଡା ବ୍ଳକ୍, ତିରିଡା / ଗଞ୍ଜାମ


Rate this content
Log in