Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sarada Parida

Others

3  

Sarada Parida

Others

ମୋକ୍ଷ

ମୋକ୍ଷ

1 min
7.0K



ମାଟିରୁ ଆକାଶ

ଅଗ୍ନି, ମରୁତ ଅବା ଜଳ

କେଉଁଟା ତ ତୋର କହ...?

ତିନିହାତର ଭୂଇଁ

ସେଇଠି ମିଳେଇଯିବ ଅସ୍ତିତ୍ୱ

ସବୁ ମୁଁ ଆଉ ମୋର ର ଅଭିମାନ.


ମାତ୍ର ଠିକଣା ହୀନ ସେ

ତିନିହାତ ର ଭୂଇଁ


ମୋକ୍ଷ ଆମୋକ୍ଷର

ସଜ୍ଞା ବୁଝିବାକୁ

ଅକ୍ଷମ ସେ ମଣିଷ

ମଶାଣୀ ବି ମରୀଚିକା ଏଠି


ଧିକରେ ଜୀବନ

କିଏ ଶ୍ରେଷ୍ଠରେ

ତୁମେ ମାନବତାର କଥାକୁହ

ଅଥଚ ମୋକ୍ଷର ମୁର୍ଖତାରୁ

ଉପରକୁ ଉଠିଆସୁ ଜୀବନ

ମୋକ୍ଷ ହେଉ

ସୀମା ଆଉ ମାହାଲର ନର୍କରୁ


Rate this content
Log in