Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kali Kumar

Tragedy

4.9  

Kali Kumar

Tragedy

ଅଭିଶପ୍ତ କର୍ଣ୍ଣ

ଅଭିଶପ୍ତ କର୍ଣ୍ଣ

1 min
496


କ୍ଳାନ୍ତ ସୂର୍ଯ୍ୟର ନୟନ ଯୁଗୋଳେ

କେନ୍_ଚିଲା କିଏ ଶକ୍ତ କୁଶ,

ଲୋତକର ଧାରେ ଲୋହିତ ସାଜିଛି

ଅସ୍ତଗାମୀ ପଶ୍ଚିମ ଦିଶ ।୧।


ସୂର୍ଯ୍ୟଅଂଶଟି ରଣେ ପଡ଼ିଅଛି 

ରକ୍ତ ଜୁଡୁବୁଡୁ ତା' ବେଶ 

ଅନ୍ତିମ ମୁହୂର୍ତ୍ତେ ସ୍ମତହାସ୍ୟରେ,

ଲାଗେ, ନାହିଁ ତିଳେ ଅବଶୋଷ ।୨।


ସିଞ୍ଚିତ କରି ବକ୍ଷୁ ରକ୍ତର ବୁନ୍ଦା

କରିଛି ସୂର୍ଯ୍ୟର ପଥକୁ ରକ୍ତିମ

ରକ୍ତ ଜୁଡ଼ୁବୁଡ଼ୁ ଶରୀରେ ତା'ର

କ୍ଷଣେ କ୍ଷଣେ ନିସ୍ତେଜ ହୁଏ ପ୍ରାଣ ।୩।


ସୂର୍ଯ୍ୟଙ୍କ ଅସ୍ତେ , ଅସ୍ତ ହୋଇବ

ପରାକ୍ରମୀଙ୍କ ଜୀବନ ସୂର୍ଯ୍ୟ

ମିଛ ଅହଙ୍କାରେ, ରଣ ହୁଙ୍କାରେ

ବୀର ଶୂନ୍ୟ ହୋଇବ ଆର୍ଯ୍ୟ ।୪।


Rate this content
Log in

Similar oriya poem from Tragedy