Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Manoj Maharana

Abstract Others

3  

Manoj Maharana

Abstract Others

ତୁ କାହିଁକି କାନ୍ଦୁଛୁ କହ ?

ତୁ କାହିଁକି କାନ୍ଦୁଛୁ କହ ?

1 min
301



ତୁ କାହିଁକି କାନ୍ଦୁଛୁ କହ ?

ରେ ହୃଦୟ... ରେ ହୃଦୟ

ତୁ କାହିଁକି ରୁଷିଛୁ କହ ?

ରେ ହୃଦୟ... ରେ ହୃଦୟ...


ଭଙ୍ଗା ଗଢା ସପନରେ..

ସତ ମିଛ ଜୀବନରେ...


ତୁ କାହାକୁ ଖୋଜୁଛୁ କହ ? 

ରେ ହୃଦୟ... ରେ ହୃଦୟ...।

ତୁ କାହିଁକି କାନ୍ଦୁଛୁ କହ ?

ରେ ହୃଦୟ... ରେ ହୃଦୟ...।୧।


ଭୁଲିଯା'ତୁ ପଛ କଥା ପୁରୁଣା ଦିନ

ଦେଖିଥିଲୁ ତୋ ଆଖିରେ ଯେତେ ସପନ ।


ହୃଦୟରେ ପୂଜୁଥିଲୁ ଯାହାକୁ ଆଣି..

ଜାଣି'ଯା ସେ ଦେବୀ ନୁହଁ କାଳ ନାଗୁଣୀ ।


ସ୍ଵାର୍ଥପର ଦୁନିଆରେ...

ମୁଖା ପିନ୍ଧା ଚେହେରାରେ...


ତୁ କାହିଁକି ଝୁରୁଛୁ କହ ? 

ରେ ହୃଦୟ.. ରେ ହୃଦୟ.. ।

ତୁ କାହିଁକି କାନ୍ଦୁଛୁ କହ ?

ରେ ହୃଦୟ... ରେ ହୃଦୟ...।୨।


ଭଲପାଉ ତୁ ସିନା ନିଜଠୁ ଅଧିକା

ତତେ ଭୁଲି ସେ ଆଜି ଆଉ'କା ପ୍ରେମିକା ।


ଝିଅ ନୁହେଁ ସିଏ ବହୁରୂପୀ ଏଣ୍ଡୁଅ..

ଓଠେ ହସ ଆଖି ତଳେ ଝରାଏ ଲୁହ ।


କଳଙ୍କିତ ପ୍ରେମ ଠାରୁ...

ଧୋକାବାଜ୍ ପ୍ରିୟା ଠାରୁ ।


ତୁ କି' ପାଇଲୁ ପ୍ରେମ ମୂଲ ?

ରେ ହୃଦୟ.. ରେ ହୃଦୟ.. ।

ତୁ କାହିଁକି ପାଉଛୁ ଭଲ ?

ରେ ହୃଦୟ.. ରେ ହୃଦୟ.. ।୩।


Rate this content
Log in

Similar oriya poem from Abstract