Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pranati Mahapatra

Others

2  

Pranati Mahapatra

Others

ଜଳ

ଜଳ

1 min
497





କଣ ବା ପାଇଲୁ

ଗଙ୍ଗାର ଗୋଟିଏ ଧାରରୁ ବାହାରି

ଜଗତ କଲ୍ୟାଣ ଆସିଥିଲୂ

ସମସ୍ତଙ୍କୁ ତୋ ପବିତ୍ର ଜଳରେ

ଶୁଦ୍ଧ କରିଦେଲୁ,

ହେଲେ ସବୁ ସରିଗଲା ପରେ ତୋତେ,

ଆବଶ୍ୟକତାକୁ ପୂର୍ଣ୍ଣ କରିବା ପରେ,

ନର୍ଦ୍ଦମା,କଳକାରଖାନାର ନିର୍ଗତ

ବର୍ଜ୍ୟବସ୍ତୁ ରେ

ସମ୍ପୂର୍ଣ୍ଣ କଳୁଷିତ କରିଦେଲା।

କଣ ପାଇଲୁ ଏତେ ତ୍ୟାଗରେ।

କିଏ ବା ବୁଝିଲା ତ୍ୟାଗର ମହନୀୟତା,

କେହି କଣ ତୋ ଦାନର ପ୍ରତିଦାନ

ଦେଇପାରିବେ।

ତୁ ତ ନୀରବ ସାଧିକା ପରି ମୌନ।


ପ୍ରଣତି ମହାପାତ୍ର

ବାଲେଶ୍ଵର


Rate this content
Log in