Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sasmita Acharya

Romance

2  

Sasmita Acharya

Romance

ତୁମେ ବୋଧେ ସେଇ

ତୁମେ ବୋଧେ ସେଇ

1 min
1.2K


ତୁମେ ବୋଧେ ସେଇ !!!!

ମୁଁ ବୋଧେ ସେହି ଫୁଲ

ଯାହାକୁ ତୁମେ ଖୋଜୁଥିଲ,

ତୁମେ ବୋଧେ ସେଇ ପ୍ରଜାପତି

ମୋର ଚିର ଆଙ୍କାକ୍ଷିତ ଥିଲ……||

କି ଅପୂର୍ବ ଆକର୍ଷଣ !!!


ଏଇ ବୋଧେ ମିଳନର ପର୍ବ

ତୁମେ……ଆଉ ମୁଁ……

ଆଉ ମୋର ଏଇ ମନ ଉପବନ ,,,,

ସବୁ ଦୁଃଖ କଷଣର ଅନ୍ତଃ

ମନର ଅନେକ କଳ୍ପନା

ଯୌବନର ମାଦକତା ଆଣୁଆଣୁ

ଜାଣିଲି ଯେ ତୁମେ ତ ସ୍ବପ୍ନଟିଏ ଥିଲ…||


Rate this content
Log in