Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ତୁମେ ବୋଧେ ସେଇ
ତୁମେ ବୋଧେ ସେଇ
★★★★★

© Sasmita Acharya

Romance

1 Minutes   1.2K    6


Content Ranking

ତୁମେ ବୋଧେ ସେଇ !!!!

ମୁଁ ବୋଧେ ସେହି ଫୁଲ

ଯାହାକୁ ତୁମେ ଖୋଜୁଥିଲ,

ତୁମେ ବୋଧେ ସେଇ ପ୍ରଜାପତି

ମୋର ଚିର ଆଙ୍କାକ୍ଷିତ ଥିଲ……||

କି ଅପୂର୍ବ ଆକର୍ଷଣ !!!


ଏଇ ବୋଧେ ମିଳନର ପର୍ବ

ତୁମେ……ଆଉ ମୁଁ……

ଆଉ ମୋର ଏଇ ମନ ଉପବନ ,,,,

ସବୁ ଦୁଃଖ କଷଣର ଅନ୍ତଃ

ମନର ଅନେକ କଳ୍ପନା

ଯୌବନର ମାଦକତା ଆଣୁଆଣୁ

ଜାଣିଲି ଯେ ତୁମେ ତ ସ୍ବପ୍ନଟିଏ ଥିଲ…||

ତୁମେ ବୋଧେ ସେଇ ମିଳନ ସ୍ବପ୍ନ

Rate the content


Originality
Flow
Language
Cover design

Comments

Post

Some text some message..