Audio

Forum

Read

Contests

Language


Write

Sign in
Wohoo!,
Dear user,
✿ ଅଂଧାର✿
✿ ଅଂଧାର✿
★★★★★

© Amiya Bej

Others

1 Minutes   7.0K    3


Content Ranking

✿ ଅଂଧାର✿

ଏ' -
ଅଂଧାରର ପୁଣି ,
କେତେ ଯେ ବହପ ?
କିଟିମିଟି କଳାବୋଳି , 
ବନୁଥାଏ ରହସ୍ୟ ।

ହାଃ !
ବିଚରା ,
ଜାଣେନା ସେ...
ଅଂଧାରରେ ବି ମୁଁ' -
ବାରିଦିଏ ତୁମର ନିଃଶ୍ୱାସ ।।

✿ ଅମିୟ ✿

✿ ଅଂଧାର✿

Rate the content


Originality
Flow
Language
Cover design

Comments

Post


Some text some message..