କାରଣ
କାରଣ
ଜହ୍ନ ନୀଳ ଆକାଶର !
ଜହ୍ନ ଅମା ଅନ୍ଧାରର !!
ଜହ୍ନ ତାରା ଗହଣର !!!
ସବୁକୁ ରୋକଠୋକ ଅମାନ୍ୟ କଲି
କାରଣ,
ଜହ୍ନକୁ ମୁଁ ତୋଳି ପାରିଥିଲି
ଏମିତି
ମୋ ହାତ ପାହାନ୍ତାରେ.... ।
ଜହ୍ନ ନୀଳ ଆକାଶର !
ଜହ୍ନ ଅମା ଅନ୍ଧାରର !!
ଜହ୍ନ ତାରା ଗହଣର !!!
ସବୁକୁ ରୋକଠୋକ ଅମାନ୍ୟ କଲି
କାରଣ,
ଜହ୍ନକୁ ମୁଁ ତୋଳି ପାରିଥିଲି
ଏମିତି
ମୋ ହାତ ପାହାନ୍ତାରେ.... ।