ଇଲିଜି ଏକ ନିଃସଂଗମନର ଖାସ ତୁମପାଇଁ
ଇଲିଜି ଏକ ନିଃସଂଗମନର ଖାସ ତୁମପାଇଁ
କେବେ ....
ସପନ ସାଉଁଟି ରାତି ସାରା ଖୋଜେ
ଫୁଙ୍ଗୁଳା ବାସନା ବେଳେ,
କେବେ .....
ଖୋଜି ହେଉଥାଏ କଡ଼ ଲେଉଟାଇ
ଶୂନ୍ୟତା ଆବୋରି ନେଲେ
ସାରା ସାରା ରାତି ତାରା ଗଣେ ବସି
ପଲକଟା ଧୋକା ଦେଲେ ।।
ତପନ ଦୀକ୍ଷିତ(ବେଳାଭୂମି)
କେବେ ....
ସପନ ସାଉଁଟି ରାତି ସାରା ଖୋଜେ
ଫୁଙ୍ଗୁଳା ବାସନା ବେଳେ,
କେବେ .....
ଖୋଜି ହେଉଥାଏ କଡ଼ ଲେଉଟାଇ
ଶୂନ୍ୟତା ଆବୋରି ନେଲେ
ସାରା ସାରା ରାତି ତାରା ଗଣେ ବସି
ପଲକଟା ଧୋକା ଦେଲେ ।।
ତପନ ଦୀକ୍ଷିତ(ବେଳାଭୂମି)