ସ୍ବାଗତଂ 2020
ସ୍ବାଗତଂ 2020
1 min
344
ଦିହଜାର ଉଣେଇଶ ବିଦାୟ ମାଗୁଛି
ସ୍ମୃତି ଅନୁଭୂତି ହୃଦରେ ଧରିଛି
ଦିହଜାର କୋଡିଏକୁ ସ୍ୱାଗତ କରୁଛି
ଫୁଲର ଗାଲିଚା ବିଛେଇ ଦେଇଛି
ମଙ୍ଗଳ ମନାସି ହସି ଦେଉଛି
ବିଭିନ୍ନ ଭାଷାକୁ ଡାକି ଆଣୁଛି
ଏକତା ଅଖଣ୍ଡତା ସଦା ଚାହୁଁଛି
ପ୍ରେମର ବନ୍ଧନେ ବାନ୍ଧି ଦେଇଛି
ଜାନୁଆରୀ ଏକକୁ ଅପେକ୍ଷା କରିଛି
ନୂଆ ସଂକଳ୍ପ ଆଶା ଭାବନା ରଖିଛି
ଷ୍ଟୋରୀମୀରର ପରିବାରକୁ ଦେବ ଭାବୁଛି !!