Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Tapan Dixit

Romance Abstract Others

2  

Tapan Dixit

Romance Abstract Others

ଶୁଭ ସନ୍ଧ୍ୟା

ଶୁଭ ସନ୍ଧ୍ୟା

1 min
2.4K


କୋଳେ ତୋଳି ଜାଳି ପ୍ରଣୟ ପ୍ରଦୀପ

ବୋକ ଦେଉଥିବି ଗଣ୍ଡେ 

ପ୍ରଣୟ ମଦିରା ପରଶି ହରଷେ

ଅଧରର ମଧୁଭାଣ୍ଡେ ।।

କରୁଥିବ ତୋଷ ନଧରି ମୋ ଦୋଷ

ରହି ରହି ଦଣ୍ଡେ ଦଣ୍ଡେ

ଯାଉଥିବି ଜଳି ଉଷ୍ମ ଆଲିଙ୍ଗନେ

ତୁମ ନାମ ଥିବ ତୁଣ୍ଡେ ।।

ତପନ ଦୀକ୍ଷିତ(ବେଳାଭୂମି) 

ନାଶିକେଶ୍ୱର, କାକଟପୁର, ପୁରୀ


Rate this content
Log in