Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Susil Pani

Others

2  

Susil Pani

Others

ସ୍ଵାଧୀନତା ଦୀବସ *************

ସ୍ଵାଧୀନତା ଦୀବସ *************

1 min
7.1K


 ସ୍ଵାଧୀନତା ଦୀବସ
                 *************
ଆସିଛିରେ ଆଜି ସ୍ଵାଧୀନତା ଦୀବସ
ନୂଆ ତ୍ରିରଙ୍ଗା ପତକା ଉର୍ତ୍ତୋଳନ ପାଇଁ ସଜାଈବା ।
ସ୍ଵାଧୀନତା ପାଇଁ ଯେ ଜୀବନ ଦେଇ
ସହିଦ ହେଲେ ତାଙ୍କୁ ମନେ ପକାଇବା ।।
ଜାତିର ଜନକ ମହାତ୍ମାଗାନ୍ଧିଙ୍କ ଅହିଁସା ଆନ୍ଦୋଳନରେ ।
ହୋଇଲା ସ୍ଵାଧୀନ ଏ ଭାରତ ବର୍ଷ ଲଭିଲା ପୂର୍ଣ୍ଣ ଜନ୍ମରେ ।।
ସୁବାଷବୋଷ ଆମ ଅସ୍ତ୍ର୍ରର ଜବାବ ଦେଉଥିଲେ ନୀତି ଅସ୍ତ୍ର୍ରେ ।
କେତେ ଯେ ସୈନିକ ପ୍ରାଣବଳି ଦେଲେ
ସ୍ଵାଧୀନତା ପାଇଁକି ଯେ ।।
ସହିଦ ହୋଇଲେ କେତେ ଭାରତବାସୀ ସ୍ଵାଧୀନତା ପାଇଁ ।
ଆମେ ଭାରତର ସୁନାଗରିକ ରଖିବୁ ଭାରତ ମାନ ।।
ଉଡାଇଛୁ ଆମେ ତ୍ରିରଙ୍ଗା ପତକା ଶାନ୍ତି ମତ୍ରୀ ପ୍ରିତୀ ପାଇଁ ।
ଫରଫର ଉଡେ ତ୍ରିରଙ୍ଗା ପତକା ଜାତିୟ ବନ୍ଧନା ଗାଇ ।।
ନଦେବୁ ପୁରାଇ ବିଦେଶୀମାନଙ୍କୁ କରିବା ପାଇଁ ଶାସନ ।
କରୁଥିଲେ କେତେ ଅନ୍ୟାୟ ଅତ୍ୟାଚାର ଲୁଣ୍ଠି ପୁଣି ଆମ ଧନ ।।
ଚାବୁକ ମାଡରେ ବନ୍ଧୁକ ମୁନରେ ପିଟୁଥିଲେ ନିସ୍ତୁକଟି ।
ବୋତି ଖଟାଇକି କ୍ରିତଦାସ ଭଳି ରଖୁଥିଲେ ଆମକୁଟି ।।
ପରାଧୀନ ଗଲା ସ୍ଵାଧୀନ ଆସିଲା ସ୍ଵାଧୀନତା ସଂଗ୍ରାମୀ ପାଇଁ ।
ମନେ ରଖିଥିବା ଲାଲ୍ ବାଲ୍ ପାଲ୍ ଗାନ୍ଧି ଗୋପବନ୍ଧୁ ତହିଁ ।।
 
@ ସୁସିଲ୍ ପାଣି,ପୁରୀ
ମୋବାଇଲ୍ ନଂ - 8895094768


Rate this content
Log in