Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jayanta Janapriya Mahakur

Others

5.0  

Jayanta Janapriya Mahakur

Others

ବାପା

ବାପା

1 min
109


ହାତ ଧରି ଚାଲିବା ଶିଖେଇଲ

ଏତେ ଛୋଟରୁ ବଡ ତୁମେ କଲ ।

ଅଝଟ କରି ଯାହା ମାଗିଲେ ଆଣିଦେଲ

ଲୁହ ତଳେ ପଡ଼ିବା ଆଗରୁ ପୋଛିଦେଲ।

ଯେତେ ରାଗିଲେ ବି ଅଜସ୍ର ଭଲପାଇଲ

ମୋ ସୁଖ ପାଇଁ ନିଜ ସୁଖ ସବୁ ବିକିଲ।

ତୁମ ପରି ଆଉ କିଏ ହେବ ବାପା?



Rate this content
Log in