Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasant Kumar Nath

Inspirational

2  

Prasant Kumar Nath

Inspirational

ଶ୍ରମିକ ଭାଇ

ଶ୍ରମିକ ଭାଇ

1 min
328



ଶ୍ରମିକ ଭାଇରେ ଶ୍ରମିକ ଭାଇ

ଚାଲିବା ବାଟ ହାତ ମିଳେଇ

ହାତରେ ହାତ ଗଲେତ ମିଶି

କଷ୍ଟ ହେବନି ଜମାରୁ ବେଶି ।

ଛୋଟ ଭାବନି କେବେ ନିଜକୁ

ଭଲ ପାଉଥା ନିଜ ଶ୍ରମକୁ

ଆଖିର ଲୁହକୁ ଓଠରେ ପିଇ

ଓଠରେ ଦେବା ହସ ଫୁଟେଇ ।

ପାଞ୍ଚଟି ହାତ ମିଶିଲା ପରେ

କାମଟି ହେବ ଅତି ଭଲରେ

ନଭାବି ଜମା ଆପଣା ପର

ସଭିଏଁ ଅଟନ୍ତି ଆମ ନିଜର ।

ଅନ୍ୟର ଦୁଃଖେ ହୋଇବା ଦୁଖୀ

ସାନ୍ତ୍ଵନା ଦେବା ପାଖକୁ ଡାକି

ସୁଖରେ ଆମେ ସାଥିରେ ରହି

ହସିବା ଆମେ ଅନ୍ୟର ପାଇଁ ।


Rate this content
Log in

Similar oriya poem from Inspirational