Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ram Prasad Bisoi

Fantasy Others

3  

Ram Prasad Bisoi

Fantasy Others

ଟୋପାଏ ସିନ୍ଦୂର

ଟୋପାଏ ସିନ୍ଦୂର

1 min
261


ବୃନ୍ତଚ୍ୟୁତ କରିବା ଅଧିକାର

କିଏ ଦେଲା 

ତୁମକୁ

କେତେବେଳେ,

ଦଳା,ଚକଟା,

ଖଣ୍ଡ ବିଖଣ୍ଡିତ କର

ବାସର ଶେଯେ

ପୁଣି

କାହା ଗଳାର ହାର ତ 

କେଉଁ 

ଆଳିଆଗଦାର ସମ୍ପନ୍ନ 

କର

ଶେଷକୃତ୍ୟ,

ଭୁପତିତ 

ପ୍ରାରବ୍ଧ 

ମୋ ଅଧିକାର

କିନ୍ତୁ

ତୁମ ସହ

ମୁଁ ପତିତା କୋମଳ

ବ୍ୟବହୃତା 

ବିନିମୟ ମୂଲ୍ୟ ମୋର

ଟୋପାଏ

ସିନ୍ଦୁର--!


Rate this content
Log in

Similar oriya poem from Fantasy