Audio

Forum

Read

Contests

Language


Write

Sign in
Wohoo!,
Dear user,
ସୁଖ ଦୁଃଖ
ସୁଖ ଦୁଃଖ
★★★★★

© Chittaranjan Lenka

Abstract Others

1 Minutes   7.0K    6


Content Ranking

ସୁଖ ଏମିତିକା         ଆଦର ନ କଲେ

କ୍ରୋଧରେ ଯାଅଇ ଫେରି

ଦୁଃଖ ପାଇଁ ପଛେ     ଜାଗା ବି ନ ଦିଅ

ତୁମକୁ ନେବ ଆଦରି


ଚାହଁ କି ନ ଚାହଁ            ତୁମ ନିକଟକୁ

ଦୁଃଖ ତ ନିଶ୍ଚେ ଆସିବ

ସାଦରେ ଗ୍ରହଣ          କରିନେବ ଯିଏ

ମହାତ୍ମାଟେ ହୋଇଯିବ


ଚିତ୍ତ ରଞ୍ଜନ ଲେଙ୍କା (କଟକ) ©

ସୁଖ ଦୁଃଖ ଗ୍ରହଣ

Rate the content


Originality
Flow
Language
Cover design

Comments

Post


Some text some message..