ସୁଖ ଦୁଃଖ
ସୁଖ ଦୁଃଖ
ସୁଖ ଏମିତିକା ଆଦର ନ କଲେ
କ୍ରୋଧରେ ଯାଅଇ ଫେରି
ଦୁଃଖ ପାଇଁ ପଛେ ଜାଗା ବି ନ ଦିଅ
ତୁମକୁ ନେବ ଆଦରି
ଚାହଁ କି ନ ଚାହଁ ତୁମ ନିକଟକୁ
ଦୁଃଖ ତ ନିଶ୍ଚେ ଆସିବ
ସାଦରେ ଗ୍ରହଣ କରିନେବ ଯିଏ
ମହାତ୍ମାଟେ ହୋଇଯିବ
ଚିତ୍ତ ରଞ୍ଜନ ଲେଙ୍କା (କଟକ) ©
ସୁଖ ଏମିତିକା ଆଦର ନ କଲେ
କ୍ରୋଧରେ ଯାଅଇ ଫେରି
ଦୁଃଖ ପାଇଁ ପଛେ ଜାଗା ବି ନ ଦିଅ
ତୁମକୁ ନେବ ଆଦରି
ଚାହଁ କି ନ ଚାହଁ ତୁମ ନିକଟକୁ
ଦୁଃଖ ତ ନିଶ୍ଚେ ଆସିବ
ସାଦରେ ଗ୍ରହଣ କରିନେବ ଯିଏ
ମହାତ୍ମାଟେ ହୋଇଯିବ
ଚିତ୍ତ ରଞ୍ଜନ ଲେଙ୍କା (କଟକ) ©