Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jayanta Janapriya Mahakur

Others

5.0  

Jayanta Janapriya Mahakur

Others

ଘର କ'ଣ ଚାରି କାନ୍ଥରେ ସୀମିତ?

ଘର କ'ଣ ଚାରି କାନ୍ଥରେ ସୀମିତ?

1 min
2.8K


ଘର କ'ଣ ଚାରି କାନ୍ଥରେ ସୀମିତ?

କେବଳ କ'ଣ ଇଟା, ବାଲି ଓ ଗୋଡିରେ ଗଠିତ?

ପଚାରିଲା ଜଣେ ଲୋକ ମୁଁ କହିଲି ସେଠାକୁ ଦେଖ ତୁମେ

ସେଇଠି ଅଛି ଏକ ସୁନ୍ଦର ଘର ରହୁ ମିଳିମିଶି ଆମେ

ସ୍ନେହ,ପ୍ରୀତି, ଶ୍ରଦ୍ଧା, ଭାଇଚାରା ଓ ଭଲପାଇବାର ଅପୂର୍ବ ମିଶ୍ରଣ

ଥାଏ ଯେଉଁ ଘର ଭିତରେ ସେହି ଘରେ ହଁ ଶାନ୍ତି ବିରାଜମାନ।


Rate this content
Log in