ଅଙ୍କା ବଙ୍କା -୮୪
ଅଙ୍କା ବଙ୍କା -୮୪
1 min
1.2K
କେତେ ଗୁରୁଜନ ଛାଡି ଚାଲିଗଲେ
ଜେଜେ ଜେଜୀ ବାପା ମାଆ
ମନ ଖୋଜେ ତାଙ୍କୁ ବିପଦ ଆପଦେ
ପଛରେ ହେବାକୁ ଠିଆ..
ପ୍ରମୋଦ କୁମାର ଜେନା ©