Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

anita dash

Others

3.9  

anita dash

Others

ଚୁଲବୁଲି

ଚୁଲବୁଲି

1 min
106


ସେଇ ଲାଜବତୀ ଆଜିକାଲି ଗୁମସୁମ

କହୁଛି କଥା ଆଖି ତାର

କଷ୍ଟ ସବୁ ପିଇଯାଉଛି ଓଠ

ଭାରି ସେ ଅବୁଝା ଚପଳାମି ତାର

ଆଖିରେ ସେ ଦୁଷ୍ଟାମି ନାହିଁ

ମନ ରେ ତା ଅସଂଖ୍ୟ ପ୍ରଶ୍ନବାଚୀ

କିଏ ତା ବୁଝିବ ହୃଦୟ ର ଯନ୍ତ୍ରଣା

ଭାରି ଗୁମସୁମ ନିଃସଙ୍ଗ ମୁହୁର୍ତ୍ତ

ଲୋଡ଼ା ର ବେଳ ଖାଲି ଶୂନ୍ୟତା

ଖାଁ ଖାଁ ସମୟ ର ପସରା

ବେଳ ବୁଡିବା ବେଳକୁ ଅଣନିଶ୍ୱାସ

ଟିକେ ପବିତ୍ର ହୋଇଯିବ

ଲୋଡିଦିଅ ଟିକେ ବାହୁଡା ବେଳ କୁ


Rate this content
Log in