Audio

Forum

Read

Contests

Language


Write

Sign in
Wohoo!,
Dear user,
ଅତ୍ୟନ୍ତ ସଂଯୋଗ
ଅତ୍ୟନ୍ତ ସଂଯୋଗ
★★★★★

© Prasanta Bhunya

Others

1 Minutes   6.8K    3


Content Ranking

ତୋ ଛୁଆଁରେ ହିଁ

ଭାଷାକୋଷ ହୋଇଯାଏ

ମୁଁ

ମୋ ଛୁଆଁରେ ହିଁ

ନିର୍ଝରିଣୀଟିଏ ହୋଇଯାଉ

ତୁ

ତୁ ମୋ ଆଖିରେ ଲଦି ହୋଇଯାଉ

ତୋତେ ସ୍ୱରରେ ଉଠାଇ ନିଏ ମୁଁ

ଆମ ଏକସାଥିରେ ହିଁ ସାହିତ୍ୟ;

ସାହିତ୍ୟ

-ପ୍ରଭୂ

ଭାଷାକୋଷ ତୁ ସାହିତ୍ୟ

Rate the content


Originality
Flow
Language
Cover design

Comments

Post


Some text some message..