ଅଙ୍କା ବଙ୍କା - 143
ଅଙ୍କା ବଙ୍କା - 143
1 min
6.6K
ଘର କୁତ୍ତା ସାଙ୍ଗେ ଚଟା ଚଟି କଲେ
ନ ଲାଗଇ ମନେ ଭୀତି
ଜେଜେ ଜେଜୀ ସାଙ୍ଗେ ପୀରତି ବାନ୍ଧିଲେ
(ଏବେ) ବାପା ମାଆ ଆକଟନ୍ତି
ପ୍ରମୋଦ କୁମାର ଜେନା ©