Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ranita Swain

Abstract Others

2  

Ranita Swain

Abstract Others

ମୁଁ ତୁମକୁ ଭଲପାଏ

ମୁଁ ତୁମକୁ ଭଲପାଏ

1 min
7.0K


ମୁଁ ତୁମକୁ ଭଲପାଏ କିନ୍ତୁ

କେବେ ତ କହିନି , ତୁମେ ମୋତେ ଭଲପାଓ ବୋଲି

ସର୍ତ୍ତ ରେ କଣ କାହାକୁ ସମ୍ପର୍କରେ ବାନ୍ଧି ହୁଏ

କେବେ ତ ଚାହିଁନି କେଉଁ ପାର୍କରେ ତୁମ ସହ

ସୁନେଲି ସଞ୍ଜଟିଏ କି,

ପୂନେଇଁ ଜହ୍ନ ତଳେ ତୁମ ପାଖେ ରାତି ଟିଏ, ଅବା

ସକାଳୁ ସକାଳୁ ତୁମ ସହ ଗରମ୍ ଚା ର କପ୍ ଟିଏ,

କେବଳ କଳ୍ପନାରେ ମୁଁ ତୁମ ସହ ହଜେ ଭିଜେ,

ତୁମକୁ ମନ ଭରି ଭଲପାଏ,

ମୁଁ ତୁମକୁ କାଳେ ପାଇଯିବି ସେଥିପାଇଁ ଡରେ

କାରଣ ପାଇଗଲା ପରେ ହରେଇବାର ଭୟ

ମୋତେ ବ୍ୟସ୍ତ କରେ

ସତରେ ସେଥିପାଇଁ ବୋଧେ ତୁମେ ଏତେ ଆପଣାର,,,

ଆଉ ସେଇ ଆପଣାର ପଣରେ ମୁଁ ଏତିକି ବିଭୋର,,।


ରନିତା


Rate this content
Log in

Similar oriya poem from Abstract