Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

pratap nayak

Others

2  

pratap nayak

Others

ଜୀବନ ଯଜ୍ଞ

ଜୀବନ ଯଜ୍ଞ

1 min
167



ଜୀବନ ଏକ ମରୁଭୂମି ମରିଚିକା

ସେଠି ପହଞ୍ଚିବା ପାଇଁ ବୟସ ସରିଯାଏ ସିନା

ବାଟରେ କେତେ ଖାଲଢିପ ଉତ୍ଥାନ ପତନ

କେତେ ଉଠାଣି ଗଡାଣି ସୁଖ ଓ ଦୁଃଖର

କେତେ ଖୁସି ଓ ଯନ୍ତ୍ରଣା ହସର ଲୁହରେ

ସଳଖ ପରି ଯାଣି ହୁଏ କେବେ

ପୁଣି ଦନ୍ତୁରିତ କୁଞ୍ଚ କୁଞ୍ଚ ପର୍ବତ ପରିକା

ନୀଳ ନୀଳ ଆକାଶକୁ ଉଂକାରୁ ଥାଏ

ତାର ସବୁଜ ବନାନୀ

ଶୂନ୍ୟ ପୁଣି ଶୂନ୍ୟରେ ମିଳାଏ

ହଜାଏ ସପନରେ ତ ମଜାଏ

ଧାନ ବିଲ ଆଣ୍ଠୁଏ କାଦୁଅ ପାଣିରେ

ନିଭାଏ,ପେଟର ଦିକ୍ ଦିକ୍ ନିଆଁ

ପୁଣି ନିଜେ ଜଳେ ଦିକ୍ ଦିକ୍ ହୋଇ

ଶ୍ମସାନର ଅରମା ଗଳିରେ

ଭାଇର କାନ୍ଧରେ

ପଥର କୋଣରେ ପୁଣି ଉଂକିମାରେ ଜୀବନ

ଅପେଖ୍ୟା କରେ ହେବାପାଇଁ

ମରୁଭୂମି ମରିଚିକା

ସିଏ ମରୁଭୂମି ମରିଚିକା ଜୀବନ ଯଜ୍ଞରେ

୭୦୦୮୦୫୪୨୮୨


Rate this content
Log in