Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Amiya Bej

Others

2  

Amiya Bej

Others

☀ ନିର୍ଭୟା ☀

☀ ନିର୍ଭୟା ☀

1 min
7.1K


☀ ନିର୍ଭୟା ☀

ନାରୀ
ଯେବେ ମା'ଟିଏ ,
ମନେପଡେ ତା' ବାତ୍ସଲ୍ୟ ।

ନାରୀ
ଯେବେ ଭଗ୍ନୀଟିଏ,
ସବୁଥିରେ ତା' ସହାୟ ।

ନାରୀ
ଯେବେ କନ୍ୟାଟିଏ,
ବନିଯାଏ ସେ ଶ୍ରଦ୍ଧେୟ ।

ନାରୀ
ଯେବେ ପ୍ରିୟାଟିଏ ,
ଭରିଯାଏ ଶୂନ୍ୟ ହୃଦୟ ।

ନାରୀ
ଯେବେ ପତ୍ନୀଟିଏ ,
ପରିତୃପ୍ତ ହୁଏ ପ୍ରଣୟ ।

ତେବେ.............
ନାରୀ -
ଯେବେ ହୁଏ ଏକାନ୍ତ,
ନର କିଆଁ ବନେ ଆଦିମ ?

ହେ ! ବହୁମୁଖୀ ସମାଜ -
କୁହ,
'ନିର୍ଭୟା' କେବେ ହେବ ନିର୍ଭୟ ???

✿✿ ଅମିୟ ବେଜ୍ , ଘଟଗାଁ , କେନ୍ଦୁଝର ✿✿


Rate this content
Log in