Audio

Forum

Read

Contests

Language


Write

Sign in
Wohoo!,
Dear user,
☀ ନିର୍ଭୟା ☀
☀ ନିର୍ଭୟା ☀
★★★★★

© Amiya Bej

Others

1 Minutes   7.0K    7


Content Ranking

☀ ନିର୍ଭୟା ☀

ନାରୀ
ଯେବେ ମା'ଟିଏ ,
ମନେପଡେ ତା' ବାତ୍ସଲ୍ୟ ।

ନାରୀ
ଯେବେ ଭଗ୍ନୀଟିଏ,
ସବୁଥିରେ ତା' ସହାୟ ।

ନାରୀ
ଯେବେ କନ୍ୟାଟିଏ,
ବନିଯାଏ ସେ ଶ୍ରଦ୍ଧେୟ ।

ନାରୀ
ଯେବେ ପ୍ରିୟାଟିଏ ,
ଭରିଯାଏ ଶୂନ୍ୟ ହୃଦୟ ।

ନାରୀ
ଯେବେ ପତ୍ନୀଟିଏ ,
ପରିତୃପ୍ତ ହୁଏ ପ୍ରଣୟ ।

ତେବେ.............
ନାରୀ -
ଯେବେ ହୁଏ ଏକାନ୍ତ,
ନର କିଆଁ ବନେ ଆଦିମ ?

ହେ ! ବହୁମୁଖୀ ସମାଜ -
କୁହ,
'ନିର୍ଭୟା' କେବେ ହେବ ନିର୍ଭୟ ???

✿✿ ଅମିୟ ବେଜ୍ , ଘଟଗାଁ , କେନ୍ଦୁଝର ✿✿

☀ ନିର୍ଭୟା ☀

Rate the content


Originality
Flow
Language
Cover design

Comments

Post


Some text some message..