Audio

Forum

Read

Contests

Language


Write

Sign in
Wohoo!,
Dear user,
ଝଡ଼ ଆଖିରେ
ଝଡ଼ ଆଖିରେ
★★★★★

© Rajalaxmi Tripathy

Tragedy

1 Minutes   12.7K    3


Content Ranking

ଝଡ଼ ଆଖିରେ କୁଟାଖିଅ ଜୀବନଟି

ମାଟି ଉପରକୁ ଉଠିଯାଇ

ପୁଣି ଖସିପଡେ ମାଟିରେ

ବଦଳିଯାଏ ରୂପ ତାର

ବିନ୍ଦୁ ବିନ୍ଦୁ ଧୂଳି ହୋଇ।

ଦୁଃଖ, ଶୋକ,ତାପ,ଭୋଗ

ସବୁ ସରିଗଲା ପରେ,ନିର୍ବାକ ସେ

ମିଳିଲାନି ତାକୁ ତାର ଶେଷ ଆଶ୍ରୟଟି,

ଯହିଁରେ ସେ ଅବତୀର୍ଣ୍ଣ ହୋଇଥାନ୍ତା

ଏକ ବିଶେଷ ଭୂମିକାରେ

ପାନକରି ସେହି ଅପରିସୀମ 

ଇଲାକାର ଦେବତାଙ୍କ

ପିଆଲାରୁ ବିନ୍ଦୁଏ ଅମୃତ।

ଝଡ଼ ଜୀବନ ଆଶ୍ରୟ

Rate the content


Originality
Flow
Language
Cover design

Comments

Post


Some text some message..