ସମାଧି
ସମାଧି
1 min
1.3K
ସମାଧି
ସ୍ମୃତି ସବୁ ଝାପ୍ସା ଝାପ୍ସା ଦିସିଲାଣି
ସେ କଳା ମୁଗୁନି ପଥର ଦେହରେ,,
ପ୍ରେମ ଆମ କବର- ତ ହୋଇ ସାରିଲାଣି,
ତୁମର ସେ ଛଳନା ର ଇଂଗିତରେ ।
ପ୍ରତାରିତ ହୋଇ କେମିତି ବଞ୍ଚିଥାନ୍ତି କୁହ ,
ଜୀବନର ନାଟକରେ,,
ସେଥିପାଇଁ ଆଶ୍ରୟ ନେଇଛି ମୁଁ ଜିବନର -ଅନ୍ତିମ -
ସମାଧି ର ଦ୍ବାରରେ ।।
ଶିଶିର
ବାଣପୁର, ଖୋର୍ଦ୍ଧା