Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Amiya Bej

Others

3  

Amiya Bej

Others

☀☀ ହୁଅନ୍ତା କି' ☀☀

☀☀ ହୁଅନ୍ତା କି' ☀☀

1 min
13.6K


☀☀ ହୁଅନ୍ତା କି' ☀☀

ହୁଅନ୍ତା କି ଜୀଇଁ ଦୁଇଟି ଜୀବନ -
ଗୋଟିକରେ ନିଜ ପରି,
ଆରଟିରେ ତୋ' ହିସାବରେ ଜୀଇଁ ଯା'ନ୍ତି ।

ହୁଅନ୍ତା କି ଜୀଇଁ ଦୁଇଟି ଜୀବନ -
ଗୋଟିକରେ ଭୁଲ କରି,
ଆରଟିରେ ନିଜକୁ ମୁଁ ସୁଧାରି ନିଅନ୍ତି ।

ହୁଅନ୍ତା କି ଜୀଇଁ ଦୁଇଟି ଜୀବନ -
ଗୋଟିକରେ ତୋ' ପ୍ରତୀକ୍ଷାରେ,
ଆରଟିରେ ସାଥୀ ହୋଇ ଜୁଇକୁ ଯା'ନ୍ତି ।

ହୁଅନ୍ତା କି ଜୀଇଁ ଦୁଇଟି ଜୀବନ -
ଗୋଟିକରେ ତୋତେ  ଭଲପାଇ ,
ଆରଟିରେ ସାତଜନ୍ମକୁ ମୋକ୍ଷ ପାଇଯା'ନ୍ତି ।

☀☀☀ ଅମୀୟ ବେଜ୍  ☀☀☀


Rate this content
Log in