Audio

Forum

Read

Contests

Language


Write

Sign in
Wohoo!,
Dear user,
☀☀ ହୁଅନ୍ତା କି' ☀☀
☀☀ ହୁଅନ୍ତା କି' ☀☀
★★★★★

© Amiya Bej

Others

1 Minutes   13.5K    5


Content Ranking

☀☀ ହୁଅନ୍ତା କି' ☀☀

ହୁଅନ୍ତା କି ଜୀଇଁ ଦୁଇଟି ଜୀବନ -
ଗୋଟିକରେ ନିଜ ପରି,
ଆରଟିରେ ତୋ' ହିସାବରେ ଜୀଇଁ ଯା'ନ୍ତି ।

ହୁଅନ୍ତା କି ଜୀଇଁ ଦୁଇଟି ଜୀବନ -
ଗୋଟିକରେ ଭୁଲ କରି,
ଆରଟିରେ ନିଜକୁ ମୁଁ ସୁଧାରି ନିଅନ୍ତି ।

ହୁଅନ୍ତା କି ଜୀଇଁ ଦୁଇଟି ଜୀବନ -
ଗୋଟିକରେ ତୋ' ପ୍ରତୀକ୍ଷାରେ,
ଆରଟିରେ ସାଥୀ ହୋଇ ଜୁଇକୁ ଯା'ନ୍ତି ।

ହୁଅନ୍ତା କି ଜୀଇଁ ଦୁଇଟି ଜୀବନ -
ଗୋଟିକରେ ତୋତେ  ଭଲପାଇ ,
ଆରଟିରେ ସାତଜନ୍ମକୁ ମୋକ୍ଷ ପାଇଯା'ନ୍ତି ।

☀☀☀ ଅମୀୟ ବେଜ୍  ☀☀☀

☀☀ ହୁଅନ୍ତା କି' ☀☀

Rate the content


Originality
Flow
Language
Cover design

Comments

Post


Some text some message..