Audio

Forum

Read

Contests

Language


Write

Sign in
Wohoo!,
Dear user,
ତୁମେ ଅଛ ବୋଲି ଚିନ୍ତା ନାହିଁ ମୋର
ତୁମେ ଅଛ ବୋଲି ଚିନ୍ତା ନାହିଁ ମୋର
★★★★★

© Ansuman Swain

Inspirational

1 Minutes   6.8K    8


Content Ranking

ତୁମେ ଅଛ ବୋଲି ଚିନ୍ତା ନାହିଁ ମୋର

ତୁମେ ମୋର ସବୁ କିଛି

ସକାଳ ଧୂପରେ ସଞ୍ଜ ସଳିତାରେ

ତୁମ ମୁଖ ଦେଖେ ନୀତି ।

ତୁମେ ମୋର ସବୁ କିଛି .............

ତୁମରି ଦର୍ଶନ ମିଳିଲା ମାତ୍ରକେ

ଶାନ୍ତି ଲାଗେ ଏହି ମନ

ତୁମେ ଅଛ ବୋଲି ଭଲରେ ଅଛି ମୁଁ

ତୁମେ ମୋର ସତ୍ୟ ପ୍ରେମ ।

ତୁମେ ମୋର ସତ୍ୟ ପ୍ରେମ...........


ଏଧରା ଧାମରେ ତୁମେ ଏକା ପ୍ରଭୁ

ତୁମେ ସତ୍ୟ ତୁମେ ସାଇ

ତୁମରି ଆସିସେ ହୋଇଅଛୁ ବଡ଼

ତୁମେ ଜଗତ ଗୋସାଇଁ ।

ଦୁଃଖର ବେଦନା ଶୁଣ ତୁମେ ନୀତି

ତୁମେତ ଦୁଃଖିଙ୍କ ଦୁଃଖୀ

ହାତ ପାତି ଦେଲେ ତୁମ କରୁଣାରେ

ଭରିଯାଏ ମନେ ଶାନ୍ତି ।

ତୁମେ ମୋର ସବୁ କିଛି.................

ତୁମେ ଅଛ ବୋଲି ଜଗତ ଗୋସାଇଁ ପ୍ରଭୁ

Rate the content


Originality
Flow
Language
Cover design

Comments

Post


Some text some message..