Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Abhakanta

Others

2  

Abhakanta

Others

ବାଟୋଇ ରେ (୨)

ବାଟୋଇ ରେ (୨)

1 min
7.0K


ବାଟୋଇ ରେ (୨)

 

                            ଆଭାକାନ୍ତ ମହାନ୍ତି

 

       ବାଟୋଇ ରେ...

       କହ କଣ୍ଟ କେତେ ଆଉ

ଆଗ ମୋଡ଼ ପାର        ଘୋଟିବ ଅନ୍ଧାର

       ଆକାଶ ହେଲାଣି ଢାଉ । ୦ ।

 

ଧରମଶାଳାରେ ପହଞ୍ଚିଲୁ ଆସି

       ଥକ୍କା ମେଣ୍ଟାଇବୁ ବୋଲି

କେତେ ଥିଲେ, କେତେ ଯୁଟିଲେ, କେତେ ଯେ

       ବାଟ ଭାଙ୍ଗି ଗଲେ ଚାଲି

କିଆଁ ଚିନ୍ତୁନାହୁଁ            ତୋ ବିଶ୍ରାମେ ଆଉ

       ବେଳ ବଞ୍ଚିନାହିଁ ବହୁ । ୧ ।

 

ତୁ ଯିବା ପୂରୁବୁ ରଖିଯାଆ କିଛି

       ତୋର ଆସିବାର ଚିହ୍ନ

ପରେ ଯେ ଆସିବେ ଜାଣିବେ ଅନ୍ତତଃ

       ଆସିଥିଲୁ ଏକଦିନ

ନୋହିଲେ କେବଳ        ଆସିବା ବିଫଳ

       ଶ୍ରେଷ୍ଠ କାହିଁକି ବୋଲାଉ ? । ୨ ।

 

ନୂଆସାହି, ବିଡ଼ାନାସୀ, କଟକ-୭୫୩୦୧୪

ଫୋନ୍-୯୦୪୦୦୦୩୧୦୧

*****


Rate this content
Log in