Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Debabrata Jena

Others

2  

Debabrata Jena

Others

ଭକ୍ତି ଅଞ୍ଜଳି

ଭକ୍ତି ଅଞ୍ଜଳି

1 min
183


ଭକତି ଫକତି ଜାଣେନା ମୁଁ କିଛି

ଏତିକି ଜାଣିଛି ପ୍ରଭୁ

ତୁମେ ହିଁ ଆରମ୍ଭ ତୁମେ ହିଁ ମୋ ଶେଷ

ତୁମେ ମୋ ଜୀବନ ବିନ୍ଦୁ ।।

ସୁଖରେ ଦୁଃଖରେ କାତରେ ବୋଲଇ

ତଵ ପଞ୍ଚାକ୍ଷରୀ ନାମ

ତଵ ଶ୍ରୀମୁଖରେ ଦେଖେ ସବୁ ମୁଖ

ତୁମେ ହିଁ ପରମ ପ୍ରେମ ।।

ଜୀବନ ଯାତ୍ରାର ଏକା ମୁଁ ପଥିକ

ତୁମେ ହିଁ ମୋ ଦିଗ୍ଦର୍ଶକ

ରାଗ,ରୋଷ,ହିଂସା କପଟ ସବୁକୁ

ଦୂର କର ହେ ରକ୍ଷକ ।।

ଜୀବନ ମଞ୍ଚରେ ତୁମେ ନିର୍ଦ୍ଦେଶକ

ମୁଁ ଯେ ଛାର କ୍ଷୁଦ୍ର ପ୍ରାଣୀ

ତୁମ ନିର୍ଦେଶରେ କଢାଇ ନିଅ ହେ

ଜଗତେ କଲ୍ୟାଣ ଘେନି ।।


Rate this content
Log in