Audio

Forum

Read

Contests

Language


Write

Sign in
Wohoo!,
Dear user,
ଅଚଳ ଅଧୁଲି
ଅଚଳ ଅଧୁଲି
★★★★★

© Chittaranjan Lenka

Abstract

1 Minutes   7.1K    5


Content Ranking

ମୁଁ ସିନା ତୋ ପାଇଁ   ଅଚଳ ଅଧୁଲି

ହେଲେ ବି ତୁ ମୋର ହୀରା

କହିବି କାହାକୁ        ନିଜକୁ କହୁଛି

ଆଖି ଢାଳେ ଲୁହ ଧାରା


ଏ କଥାକୁ ନେଇ    ମନ ଓ ହୃଦୟ

ରଖୁଛନ୍ତି ନ୍ଦ୍ୱନ୍ଦ ଭାବ

ମନ ସିନା ହୁଏ      ଏପଟ ସେପଟ

କିନ୍ତୁ ହୃଦୟ ନୀରବ


ଚିତ୍ତ ରଞ୍ଜନ ଲେଙ୍କା (କଟକ)©

ହୀରା ଲୁହ ହୃଦୟ

Rate the content


Originality
Flow
Language
Cover design

Comments

Post


Some text some message..