ଅଛିଣ୍ଡା ପ୍ରଶ୍ନ
ଅଛିଣ୍ଡା ପ୍ରଶ୍ନ
କହନ୍ତି ସଭିଏଁ ତୋ ଶରଣ ବିନା
ଗତି ମୁକ୍ତି କିଛି ନାହିଁ
ହେଲେ ମୁଁ କେମିତି ଶରଣ ନେବିରେ
ବଡ ପ୍ରଶ୍ନଟିଏ ସେହି?
ହାତ ଗୋଡ ମୋର ଅଟେ ଯେ ତୋହର
ତୋର ଏହି ମନ ପ୍ରାଣ
ତୋର ଇଛା ବିନୁ କେମିତି ସମ୍ଭବ
ତୋ ପାଦେ ନେବି ଶରଣ?
ଚିତ୍ତ ରଞ୍ଜନ ଲେଙ୍କା (କଟକ)©
କହନ୍ତି ସଭିଏଁ ତୋ ଶରଣ ବିନା
ଗତି ମୁକ୍ତି କିଛି ନାହିଁ
ହେଲେ ମୁଁ କେମିତି ଶରଣ ନେବିରେ
ବଡ ପ୍ରଶ୍ନଟିଏ ସେହି?
ହାତ ଗୋଡ ମୋର ଅଟେ ଯେ ତୋହର
ତୋର ଏହି ମନ ପ୍ରାଣ
ତୋର ଇଛା ବିନୁ କେମିତି ସମ୍ଭବ
ତୋ ପାଦେ ନେବି ଶରଣ?
ଚିତ୍ତ ରଞ୍ଜନ ଲେଙ୍କା (କଟକ)©