Audio

Forum

Read

Contests

Language


Write

Sign in
Wohoo!,
Dear user,
ଜାଗ୍ରତ ହୁଅ
ଜାଗ୍ରତ ହୁଅ
★★★★★

© Pranati Mahapatra

Inspirational

1 Minutes   1.1K    4


Content Ranking

କାହିଁକି ଶୋଇଛ କବିବନ୍ଧୁ ଗଣ

       ଲାଗୁନାହିଁ ଭଲ  ଜମା,

କବିତା ଆଳରେ ଦୁଃଖ ସୁଖ ହେଲେ

       ଦୂରହୋଇ ଯିବ ଅମା ।

ହାତେ ହାତ ଛନ୍ଦି, ମନେ ମନ ବାନ୍ଧି

       କରିବା ଭାଷା ସମୃଦ୍ଧି,

ସାହିତ୍ୟିକ କବିବନ୍ଧୁ ଗଣ ଆଗେଇଲ

     ହେବ ଆନ୍ଦୋଳନ ସିଦ୍ଧି ।

ପ୍ରଣତି ମହାପାତ୍ର

କବିବନ୍ଧୁ ଭାଷା ସାହିତ୍ୟିକ ସିଦ୍ଧି

Rate the content


Originality
Flow
Language
Cover design

Comments

Post


Some text some message..