Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Pranati Mahapatra

Inspirational

2  

Pranati Mahapatra

Inspirational

ଜାଗ୍ରତ ହୁଅ

ଜାଗ୍ରତ ହୁଅ

1 min
1.1K


କାହିଁକି ଶୋଇଛ କବିବନ୍ଧୁ ଗଣ

       ଲାଗୁନାହିଁ ଭଲ  ଜମା,

କବିତା ଆଳରେ ଦୁଃଖ ସୁଖ ହେଲେ

       ଦୂରହୋଇ ଯିବ ଅମା ।

ହାତେ ହାତ ଛନ୍ଦି, ମନେ ମନ ବାନ୍ଧି

       କରିବା ଭାଷା ସମୃଦ୍ଧି,

ସାହିତ୍ୟିକ କବିବନ୍ଧୁ ଗଣ ଆଗେଇଲ

     ହେବ ଆନ୍ଦୋଳନ ସିଦ୍ଧି ।

ପ୍ରଣତି ମହାପାତ୍ର


Rate this content
Log in